ଓଡ଼ିଶା ବିଜେପିରେ ଗୋଲକ ଧନ୍ଦା: କହି ହେଉନି କି; ସହି ବି ହେଉନି !

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଚାଲିଛି ଏବେ ଗୋଲକ ଧନ୍ଦା।୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଅନେକ ଗୁଡ଼ାଏ ମିଶ୍ରଣ ପର୍ବ କରାଇଲା।ତେବେ, ବାସ୍ତବରେ ଏହି ମିଶ୍ରଣ ପର୍ବରେ ମିଶ୍ରଣ ଅପେକ୍ଷା ଅପମିଶ୍ରଣ ଅଧିକ ଥିଲା।ଯାହାର ପରିଣାମ ନିର୍ବାଚନରେ ବିଜେପି ଭୋଗିଲା।ନିଜ ଦଳର ନେତାଙ୍କ ଉପରେ ଭରଷା ନକରି ହଠାତ୍ ମିଶିଥିବା ନେତା ନେତ୍ରୀଙ୍କୁ ଟିକେଟ ଦିଆଗଲା।ଆଉ ଏସବୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଚ୍ଛାରେ ହୋଇଥିଲା।ତେବେ, ଏପରି ଅପମିଶ୍ରଣ ଯୋଗୁଁ ଓଡ଼ିଶା ବିଜେପି ପ୍ରତି ସାଧାରଣରେ ଏକ ଖରାପ ଧାରଣା … Continue reading ଓଡ଼ିଶା ବିଜେପିରେ ଗୋଲକ ଧନ୍ଦା: କହି ହେଉନି କି; ସହି ବି ହେଉନି !