ଏମାନଙ୍କୁ ଗୁଳି କରିଦେବା ଉଚିତ୍: ରାଜ୍ ଠାକରେ

ଭୁବନେଶ୍ୱର: ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ଏକ ଉତ୍ତେଜନାମୂଳକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ବର୍ତ୍ତମାନ ମରକଜ୍ ଭଳି ସମାବେଶରେ ଭାଗ ନେଉଛନ୍ତି ସେମାନଙ୍କୁ ଗୁଳି କରାଯିବା ଉଚିତ୍। ଏହାସହ ଠାକରେ କହିଛନ୍ତି ଯେ ମର୍କାଜରେ ଯୋଗ ଦେଉଥିବା ଜମାତିଙ୍କ ଚିକିତ୍ସା ସଂପୂର୍ଣ୍ଣ ବନ୍ଦ କରାଯାଉ। ରାଜ୍ ଠାକରେ କହିଛନ୍ତି ଯେ ଯଦି ଏହି ସମୟରେ କେହି ଅନୁଭବ କରନ୍ତି ଯେ ଏହି ସଙ୍କଟ ଅପେକ୍ଷା ବଡ଼ ଧର୍ମ … Continue reading ଏମାନଙ୍କୁ ଗୁଳି କରିଦେବା ଉଚିତ୍: ରାଜ୍ ଠାକରେ