ଏକା ସାଙ୍ଗରେ ୫ ପିଲାଙ୍କୁ ଜନ୍ମ ଦେଲେ ମହିଳା

ଭୁବନେଶ୍ୱର: ଉତ୍ତରପ୍ରଦେଶର ବାରବାଙ୍କି ଅଞ୍ଚଳରେ ଜଣେ ମହିଳା ଏକା ସାଙ୍ଗରେ ପାଞ୍ଚଟି ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରଥମେ ଜଣେ ଶିଶୁ ଘରେ ଜନ୍ମ ହେବା ପରେ ବାକି ୪ ଜଣ ଶିଶୁ CHCରେ ଜନ୍ମ ହୋଇଥିଲେ। ପରେ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇ ଥିଲା। ପାଞ୍ଚ ଶିଶୁଙ୍କ ମଧ୍ୟରେ ଦୁଇଟି ପୁତ୍ର ସନ୍ତାନ ଏବଂ ତିନୋଟି କନ୍ୟା ସନ୍ତାନ ଅଛନ୍ତି। ଜଣେ ଶିଶୁର ଅବସ୍ଥା କିଛି ମାତ୍ରାରେ ଖରାପ ଥିବାବେଳେ ବାକି ୪ ଜଣ ସୁସ୍ଥ … Continue reading ଏକା ସାଙ୍ଗରେ ୫ ପିଲାଙ୍କୁ ଜନ୍ମ ଦେଲେ ମହିଳା