ଆମେରିକା ଆଉ ଚାଇନା: ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ; ସତର୍କ ଭାରତ ..

ନୂଆଦିଲ୍ଲୀ: ଘାତକ କରୋନା ଭାଇରସ୍ ପାଇଁ ଆଜି ସାରା ବିଶ୍ଵ ଆତଙ୍କିତ। ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନାହିଁ। ଚାଇନାରୁ ଆରମ୍ଭ ଏହି ମହାମାରୀ ଆଜି ଆମେରିକା, ୟୁରୋପ ରାଷ୍ଟ୍ର ସମୂହରେ ତାଣ୍ଡବ ସୃଷ୍ଟି କରିଛି। ନିଜକୁ ସୁପରପାୱାର ଭାବୁଥିବା ଆମେରିକାର ସ୍ଥିତି ଅତ୍ୟନ୍ତ ଭୟଙ୍କର। ତେବେ ଏ’ ଭିତରେ ଭାରତ ଆମକୁ ସାହାଯ୍ୟ କଲେ ଭଲ, ନହେଲେ ଆମଠୁ ମଧ୍ୟ ସମାନ ପ୍ରତିକ୍ରିୟା ଆଶା କରୁ ବୋଲି ଆମେରିକା କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ … Continue reading ଆମେରିକା ଆଉ ଚାଇନା: ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ; ସତର୍କ ଭାରତ ..