ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଖୁସି ଖବର ..

ଭୁବନେଶ୍ୱର: ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ଖୁସି ଖବର। ଆମେରିକାରେ ଟ୍ରମ୍ପ୍ ପ୍ରଶାସନ ଏକ ବଡ଼ ପଦକ୍ଷେପ ନେଇ ଏକ ନିର୍ଦ୍ଦିଷ୍ଟ ବର୍ଗର H-1B ଭିସାଧାରୀ ଦମ୍ପତିଙ୍କୁ ଦେଶରେ କାର୍ଯ୍ୟ କରିବାକୁ ଅନୁମତି ଦେବା ପାଇଁ ସଙ୍ଘୀୟ ଜିଲ୍ଲା ଅଦାଲତକୁ ସୁପାରିଶ କରିଛନ୍ତି। ଏହା ସହିତ H-1B ଭିସାଧାରୀଙ୍କ ପତିଙ୍କୁ ଆମେରିକାରେ କାମ କରିବାକୁ ଅନୁମତି ଦିଆଯିବ। ପୂର୍ବରୁ ଟ୍ରମ୍ପ ସରକାର ଏହା ବିରୁଦ୍ଧରେ ଥିଲେ। କିନ୍ତୁ, ନିଜର ଆଭିମୁଖ୍ୟ ବଦଳାଇ ପୂର୍ବବର୍ତ୍ତୀ ଓବାମା … Continue reading ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଖୁସି ଖବର ..