ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଖୁସି ଖବର ..
ଭୁବନେଶ୍ୱର: ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ଖୁସି ଖବର। ଆମେରିକାରେ ଟ୍ରମ୍ପ୍ ପ୍ରଶାସନ ଏକ ବଡ଼ ପଦକ୍ଷେପ ନେଇ ଏକ ନିର୍ଦ୍ଦିଷ୍ଟ ବର୍ଗର H-1B ଭିସାଧାରୀ ଦମ୍ପତିଙ୍କୁ ଦେଶରେ କାର୍ଯ୍ୟ କରିବାକୁ ଅନୁମତି ଦେବା ପାଇଁ ସଙ୍ଘୀୟ ଜିଲ୍ଲା ଅଦାଲତକୁ ସୁପାରିଶ କରିଛନ୍ତି। ଏହା ସହିତ H-1B ଭିସାଧାରୀଙ୍କ ପତିଙ୍କୁ ଆମେରିକାରେ କାମ କରିବାକୁ ଅନୁମତି ଦିଆଯିବ। ପୂର୍ବରୁ ଟ୍ରମ୍ପ ସରକାର ଏହା ବିରୁଦ୍ଧରେ ଥିଲେ। କିନ୍ତୁ, ନିଜର ଆଭିମୁଖ୍ୟ ବଦଳାଇ ପୂର୍ବବର୍ତ୍ତୀ ଓବାମା … Continue reading ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଖୁସି ଖବର ..
Copy and paste this URL into your WordPress site to embed
Copy and paste this code into your site to embed