ଆଜିଠୁ ଆରମ୍ଭ ଜ୍ୟେଷ୍ଠ ମାସ; ପଡ଼ିବ ଏହି ସବୁ ପର୍ବପର୍ବାଣୀ ..

ଭୁବନେଶ୍ୱର: ଜ୍ୟେଷ୍ଠା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ର ମାସକୁ ‘ଜ୍ୟୈଷ୍ଠ’ ବା ‘ଜ୍ୟେଷ୍ଠ’ ମାସ କୁହାଯାଏ। ଏହା ବୈଶାଖର ପରବର୍ତ୍ତୀ ଓ ଆଷାଢ଼ର ପୂର୍ବବର୍ତ୍ତୀ ମାସ। ଏହି ମାସ ଓ ଏହାର ପୂର୍ବବର୍ତ୍ତୀ ମାସ ବୈଶାଖ ହେଲା ଗ୍ରୀଷ୍ମ ଋତୁ। ଜ୍ୟେଷ୍ଠ ମାସ ଗ୍ରୀଷ୍ମ ଋତୁର ଶେଷ ମାସ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଜ୍ୟେଷ୍ଠ ମାସ ହେଉଛି ବର୍ଷର ତୃତୀୟ ମାସ। ଜ୍ୟେଷ୍ଠ ମାସରେ ସୂର୍ଯ୍ୟଦେବ ତାଙ୍କ ରୁଦ୍ର ରୂପରେ ରୁହନ୍ତି। ଏହି ସମୟ ମଧ୍ୟରେ … Continue reading ଆଜିଠୁ ଆରମ୍ଭ ଜ୍ୟେଷ୍ଠ ମାସ; ପଡ଼ିବ ଏହି ସବୁ ପର୍ବପର୍ବାଣୀ ..