Home ଓଡ଼ିଶା ୪୬ ଟି ଚୋରା ବାଇକ ଜବତ୍

୪୬ ଟି ଚୋରା ବାଇକ ଜବତ୍

94

ପୁରୀ, ୨/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ପୁରୀ ଡେଲାଙ୍ଗ ପୁଲିସ ର ସଫଳତା। ୪୬ ଟି ଚୋରା ମଟର ସାଇକେଲ ଜବତ। ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ମୋଟ୍ଟ ୧୧ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ୫ ଜଣ ଫେରାର ଅଛନ୍ତି। ଏନେଇ ସୂଚନା ଦେଲେ ଡେଲାଙ୍ଗ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.