ad
ଓଡ଼ିଶା

୪୬ ଟି ଚୋରା ବାଇକ ଜବତ୍

ପୁରୀ, ୨/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ପୁରୀ ଡେଲାଙ୍ଗ ପୁଲିସ ର ସଫଳତା। ୪୬ ଟି ଚୋରା ମଟର ସାଇକେଲ ଜବତ। ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ମୋଟ୍ଟ ୧୧ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ୫ ଜଣ ଫେରାର ଅଛନ୍ତି। ଏନେଇ ସୂଚନା ଦେଲେ ଡେଲାଙ୍ଗ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top