ad
କେନ୍ଦୁଝର

ହାଟଡିହି ବ୍ଲକରେ ଚାରିଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡ଼ିହି, ୨୮ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ଆଜି କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରି ହଜାର ଟପିଥିବାବେଳେ ହାଟଡିହି ବ୍ଲକରେ ଚାରିଶହ ଟପିଛି । ଆଜି ବଞ୍ଚୋରୁ ୨ଜଣ, ସୋସୋରୁ ୬ଜଣ, କଳିଗାଁରୁ ଜଣେ, ସଢ଼ାରୁ ଜଣେ ଓ ହାଟଡିହିର ଜଣେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ କରୋନା ସଂକ୍ରମିତ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୧୩ରେ ପହଞ୍ଚିଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁତ୍ରରୁ ଜଣାଯାଇଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top