Home କେନ୍ଦୁଝର ହାଟଡିହି ବ୍ଲକରୁ ୪ଆକ୍ରାନ୍ତ, ୪୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି ବ୍ଲକରୁ ୪ଆକ୍ରାନ୍ତ, ୪୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

30

ହାଟଡ଼ିହି-୨୧ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାବେଳେ ହାଟଡିହି ବ୍ଲକରେ ମଧ୍ୟ ସେହିପରିମାଣର ବୃଦ୍ଧି ପାଉଛି । ଗତକାଲି ହାଟଡିହି ବ୍ଲକରେ ୩ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଜି ୪ଜଣ ଆକ୍ରାନ୍ତ ହୋଇଥିବା ଶାଳଣିଆଁ ଡାକ୍ତରଖାନା ସୁତ୍ରରୁ ଜଣାଯାଇଛି । ଆଜି ଆମ୍ବୋରେ ଜଣେ, ମରୈଗାଁରେ ଜଣେ, ଡଅଁର ପଞ୍ଚାୟତରେ ଜଣେ ଓ ହାବଳେଶ୍ୱର ପଞ୍ଚାୟତରେ ଜଣେ ଏହିପରି ମୋଟ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଆଜିସୁଧା ମୋଟ ୪୩ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ଜଣ ସୁସ୍ଥହୋଇ ଆଜି କୋଭିଡ ହସପିଟାଲ କେନ୍ଦୁଝରରୁ ଘରକୁ ଫେରିଥିବା ଶାଳଣିଆଁ ଡାକ୍ତରଖାନା ସୁତ୍ରରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.