Home ଓଡ଼ିଶା ସ୍ୱର୍ଗଦ୍ୱାରରେ ପୁରୀ ବାହାର ଶବର ଅନ୍ତିମ ସଂସ୍କାର କଟକଣା ହଟିଲା

ସ୍ୱର୍ଗଦ୍ୱାରରେ ପୁରୀ ବାହାର ଶବର ଅନ୍ତିମ ସଂସ୍କାର କଟକଣା ହଟିଲା

98

ପୁରୀ ୧୯-୧୦ (ଓଡ଼ିଆ ପୁଅ) ପୁରୀଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ପାଇଁ ଥିବା କଟକଣାକୁ ଉଠାଇ ଦିଆଯାଇଛି। ଶେଷକୃତ୍ୟ ସମୟରେ କୋଭିଡ ନିୟମ ପାଳନ କରିବା ଅନିବାର୍ଯ୍ୟ ରହିବ। କରୋନାରେ ମୃତ୍ୟୁ ହୋଇଥିଲେ କିନ୍ତୁ କଟକଣା ବଳବତ୍ତର ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.