Home ଜିଲ୍ଲା ପରିକ୍ରମା ସ୍ୱଚ୍ଛତା ପଥରେ ପୁରୀ

ସ୍ୱଚ୍ଛତା ପଥରେ ପୁରୀ

73

ପୁରୀ, ୨୧/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ପୁରୀ ପାଇଁ ଆପଣଙ୍କର ସୃଜନଶୀଳତାକୁ ପ୍ରଦର୍ଶନ କରନ୍ତୁ। ସ୍ୱଚ୍ଛ ପୁରୀ ପଦକ୍ଷେପ ପାଇଁ ଲୋଗୋ ଏବଂ ଟ୍ୟାଗଲାଇନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରନ୍ତୁ। ପଞ୍ଜୀକରଣର ଶେଷ ତାରିଖ ୨୫ ସେପ୍ଟେମ୍ବର ୨୦୨୦।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.