ad
କେନ୍ଦୁଝର

ସୁଚନା ଅଧାରରେ ତଥ୍ୟ ମାଗିବାରୁ ଧମକ

ହାଟଡିହି, ୩ /୧୦-(ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ପଞ୍ଚାୟତରେ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଭିନ୍ନ ସରକାରୀ ଉନ୍ନୟନ କାର‌୍ୟ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ଏହାକୁନେଇ ସମଣା ଗ୍ରାମର ମଧୁସୁଦନ ଦାସ ନାମକ ଜଣେ ବ୍ୟକ୍ତି ସୁଚନା ଅଧିକାର ଆଇନି ବଳରେ ବିଭିନ୍ନ କାର‌୍ୟ୍ୟାଳୟରେ ତଥ୍ୟ ମାଗିବାରୁ ତାଙ୍କୁ ଅଜଣା ନମ୍ବରୁ ବିଭିନ୍ନ ଧମକ ଚମକ ଦିଆଯାଉଛିବୋଲି ମଧୁସୁଦନ ଅଭିଯୋଗ କିଛନ୍ତି । କିଛି ବ୍ୟକ୍ତି ଅନେକ ପ୍ରଲୋଭନ ଦେଖାଇ ଚୁପ ରହିବାକୁ କହିବାରୁ ସେ ରାଜି ନହେବାରୁ ତାଙ୍କ ଧମକ ଚମକ ଦେଉଥିବାରୁ ତାଙ୍କ ଜୀବନପ୍ରତି ଅଛି ବୋଲି ଦର୍ଶାଇ ସେ କେନ୍ଦୁଝର ଏସପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top