ad
କେନ୍ଦୁଝର

ସମିର ମହାନ୍ତି ଓ ଶାରଦା ସତପଥିଙ୍କ ଆଶୁ ଆରୋଗ୍ୟ କାମନାକରି ପୂଜାର୍ଚ୍ଚନା

ହାଟଡିହି ୧୪ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି ଓ ପୁର୍ବତନ ସଂଗଠନ ମନ୍ତ୍ରୀ ସାରଦା ସତପଥି କରୋନା ଆକ୍ରାନ୍ତ ହୋଇଥିବାବେଳେ ତାଙ୍କ ଆଶୁ ଆରୋଗ୍ୟ କାମନାକରି ଆଜି ବିଜେପି ପକ୍ଷରୁ ମରୈଗାଁ ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା ଓ ଦ୍ୱୀପ ଦାନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ସମେତ ସୁଶାନ୍ତ ଜେନା, ବଳଭଦ୍ର ବାରିକ, ହରମୋହନ ଶାସିନି, ସୁଦର୍ଶନ କାଣ୍ଡିଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top