Home କେନ୍ଦୁଝର ସଞ୍ଜିବନୀଙ୍କୁ ଜୟଦୁର୍ଗା ମେଧା ସମ୍ମାନ ପ୍ରଦାନ

ସଞ୍ଜିବନୀଙ୍କୁ ଜୟଦୁର୍ଗା ମେଧା ସମ୍ମାନ ପ୍ରଦାନ

160

ହାଟଡିହି ୩୧ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ହାଟଡିହି ବ୍ଲକର ସର୍ବୋଚ୍ଚ ନମ୍ବର ରଖି କୃତ୍ତିତ୍ୱ ହାସଲ କରିଥିବା ଡଅଁର ଟିଏମ ଏକାଡେମୀ ସ୍କୁଲର ଛାତ୍ରୀ ସଞ୍ଜିବନୀ ନାୟକଙ୍କୁ ଜୟଦୁର୍ଗା ମେଧା ସମ୍ମାନ ପ୍ରଦାନ କରାଯାଇଛି । ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ଟ୍ରଷ୍ଟି ଉମାକାନ୍ତ ରାଉତ, ସଦସ୍ୟ ଅର୍ଜୁନ ଖଣ୍ଡା ପ୍ରମୁଖ ସଞ୍ଜିବନୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି ସମୟରେ ତାଙ୍କ ବାପା ପ୍ରବୀର କୁମାର ନାୟକ ଓ ମା ବିଷ୍ଣୁପ୍ରୀୟା ନାୟକଙ୍କ ସହ ପରିବାର ଲୋକେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.