Home ଉପ ନିର୍ବାଚନ ସଂଧ୍ୟା ୬ଟା ସୁଦ୍ଧା ବାଲେଶ୍ବରରେ ୭୧%, ତିର୍ତ୍ତୋଲରେ ୬୯.୯% ମତଦାନ

ସଂଧ୍ୟା ୬ଟା ସୁଦ୍ଧା ବାଲେଶ୍ବରରେ ୭୧%, ତିର୍ତ୍ତୋଲରେ ୬୯.୯% ମତଦାନ

29

ଭୁବନେଶ୍ୱର ୩-୧୧ (ଓଡ଼ିଆ ପୁଅ) ଆଜି ସଂଧ୍ୟା ୬ଟା ସୁଦ୍ଧା ବାଲେଶ୍ବରରେ ୭୧% ଏବଂ ତିର୍ତ୍ତୋଲରେ ୬୯.୯% ମତଦାନ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଜଣାଇଛନ୍ତି। ତେବେ ଆଜିର ଭୋଟ ଗ୍ରହଣ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିରେ କୌଣସି ବିଶୃଙ୍ଖଳା ହୋଇନାହିଁ। କୋଭିଡ୍‌ ଗାଇଡ୍‌ ଲାଇନ୍‌ ମଧ୍ୟରେ ମତଦାନ ହୋଇଛି ଏବଂ କେଉଁଠାରେ ଭୋଟ୍‌ ବର୍ଜନ ହୋଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.