Home ଓଡ଼ିଶା ଶୀତରେ ଥରୁଛି ଓଡ଼ିଶା : ଏହି ଜିଲ୍ଲାଗୁଡ଼ିକରେ ୧୧ ଡ଼ିଗ୍ରୀରୁ କମ ରାତ୍ରି ତାପମାତ୍ରା

ଶୀତରେ ଥରୁଛି ଓଡ଼ିଶା : ଏହି ଜିଲ୍ଲାଗୁଡ଼ିକରେ ୧୧ ଡ଼ିଗ୍ରୀରୁ କମ ରାତ୍ରି ତାପମାତ୍ରା

80

ଭୁବନେଶ୍ୱର ୧୮-୧ (ଓଡ଼ିଆ ପୁଅ) ରାଜ୍ୟରେ ପଡ଼ିଛି ପ୍ରବଳ ଶୀତ। କେତେକ ଜିଲ୍ଲାରେ ତାପମାତ୍ରା ୧୧ ଡିଗ୍ରୀ ତଳେ ଅଛି। ଗତକାଲି ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ହଳଦିଆଟେତାବନୀ ଦିଆଯାଇଥିଲା।

ତେବେ ଆଜି ପାଣିପାଗ ବିଭାଗର ସୂଚନା ଅନୁଯାୟୀ,

କେନ୍ଦୁଝର ୯ଡ଼ିଗ୍ରୀ

ଦାରିଙ୍ଗବାଡି ୯

ଝାରସୁଗୁଡା ୯.୮

ଫୁଲବାଣୀ ୧୦,

ଟିଟଲାଗଡ ୧୦.୩,

ବାରିପଦା ୧୦.୫

ଚାନ୍ଦବାଲି ୧୦.୮

ସୋନପୁର ଏବଂ

ନୟାଗଡ ରେ ୧୧ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରହିଥିବା କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.