Home କେନ୍ଦୁଝର ଶାଳଣିଆଁରେ ବିଜେପି ପକ୍ଷରୁ ସ୍ୱଚ୍ଛଭାରତ ଓ ଚାରା ରୋପଣ କାର‌୍ୟ୍ୟକ୍ରମ

ଶାଳଣିଆଁରେ ବିଜେପି ପକ୍ଷରୁ ସ୍ୱଚ୍ଛଭାରତ ଓ ଚାରା ରୋପଣ କାର‌୍ୟ୍ୟକ୍ରମ

183

ହାଟଡିହି ୧୮ । ୯ : (ଓଡିଆପୁଅ/ ବିକାଶ ବିଶ୍ୱାଳ)ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିବସ ଅବସରରେ ବିଜେପି ପକ୍ଷରୁ ଏକ ସ୍ୱଚ୍ଛ ଭାରତ ଓ ଚାରା ରୋପଣ କାର‌୍ୟ୍ୟକ୍ରମ ଶାଳଣିଆଁ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଆଲୋକସେଠୀଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ମଣ୍ଡଳ ସଭାପତି ବଳଭଦ୍ର ବାରିକ, ବରିଷ୍ଠ ନେତା ସୁଶାନ୍ତ ଜେନା, ରାଜେଶ ସେଠୀ, ଆଲୋକ ଦାସ, ମଣି ଜେନା, ଅଧର ବେହେରା, ଅନନ୍ତ ବେହେରା, ଭରତ କବି, ଭାଗିରଥି ଜେନା, ଶିବ ବେହେରା, ଚନ୍ଦନ ବସନ୍ତିଆ, ରବି ତରେଇ, ହେମନ୍ତ ତରେଇ, ମହେନ୍ଦ୍ର ସାହୁ, ବିଜୟ ଘଡେଇ, ନନ୍ଦ ଜେନା, ସୁବାସ ଦାସ, ପ୍ରଫୁଲ ସେନାପତି, କୈଳାଶ ଜେନା, ଅନାଦି ସାହୁ, ଜଗନ୍ନାଥ କର, ବିଳାଶ ଜେନା, କଳରାମ ଜେନା, ଲକ୍ଷ୍ମଣ ସାହୁଙ୍କ ସମେତ ବହୁ କର୍ମୀ ଶାଳଣିଆଁ ବଜାରକୁ ସଫାସୁତରା କରିଥିଲେ । ଏହି ଅବସରରେ ଶାଳଣିଆଁର ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.