Home Top News ଭାରତ – ନ୍ୟୁଜିଲ୍ୟାଣ୍ଡ T-20 : ୯ ଓଭର ପରେ ଭାରତ ୮୩/୩

ଭାରତ – ନ୍ୟୁଜିଲ୍ୟାଣ୍ଡ T-20 : ୯ ଓଭର ପରେ ଭାରତ ୮୩/୩

103

ନୂଆ ଦିଲ୍ଲୀ ୨୧ -୧୧ (ଓଡ଼ିଆ ପୁଅ) କୋଲକାତାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ରେ ୩-୦ ରେ ପରାସ୍ତ କରିବାକୁ ଲକ୍ଷ୍ୟ ରଖିଛି।

ଭାରତ ଏକାଦଶ : ରୋହିତ ଶର୍ମା, ଆଇ. କିଶାନ୍, ଏସ୍. ଯାଦବ, ଆର.ପନ୍ତ, ଏସ୍‌ ଆୟାର୍, ଭି ଆୟାର୍, ଏ ପଟେଲ, ଡି ଚହର, ବି କୁମାର, ଏଚ୍ ପଟେଲ, ୟାଇ ଚାହଲ

ନ୍ୟୁଜିଲ୍ୟାଣ୍ଡ ଏକାଦଶ: ଏମ ଗୁପଟିଲ, ଡି ମିଚେଲ, ଏମ ଚାପମାନ, ଜି ଫିଲିପ୍ସ, ଟି ସେଫର୍ଟ, ଜେ ନୀଶାମ, ଏମ ସାଣ୍ଟନର୍, ଏ ମିଲ୍ନେ, ଏଲ୍ ଫର୍ଗୁସନ୍, ଆଇ ସୋଡି, ଟି ବୋଲ୍ଟ

ବ୍ୟାଟ୍ସମ୍ୟାନ୍ ରନ୍‌ ବଲ୍ SR ଚୌକା ଛକା ୱିକେଟ୍
ରୋହିତ ଶର୍ମା (ଅଧିନାୟକ) ୪୬ ୨୩ ୨୦୦
ଇଶାନ୍ କିଶାନ୍ ୨୯ ୨୧ ୧୩୮.୦୯
ସୂର୍ଯ୍ୟକୁମାର ଯାଦବ
ଋଷଭ ପନ୍ତ (WKT) ୬୬.୬୬
ଶ୍ରେୟସ୍ ଆୟର
ଭେଙ୍କଟେଶ ଆୟର
ଅକ୍ଷର ପଟେଲ
ଦୀପକ ଚହର
ଭୁବନେଶ୍ୱର କୁମାର
ହର୍ଷଲ ପଟେଲ
ୟୁଜଭେନ୍ଦ୍ର ଚହଲ
EXTRAS (w ୨, b ୨)
TOTAL (୩ wickets, ୯ overs) ୮୩
 Fall of Wickets
୧-୬୯, (Ishan Kishan, ୬.୨) ୨-୭୧, (Suryakumar Yadav, ୬.୬) ୩-୮୩, (Rishabh Pant, ୮.୬)
New Zealand Bowling
ବୋଲର୍ସ ଓଭର ରନ୍‌ ିକେଟ ଇକୋନୋମି ଡଟ୍ ମେଡେନ୍ସ
ଟ୍ରେଣ୍ଟ ବୋଲ୍ଟ ୧୮
ଆଦାମ ମିଲ୍ନେ ୨୦ ୧୦
ଲକି ଫର୍ଗୁସନ୍ ୩୦ ୧୫
ମିଚେଲ ସାଣ୍ଟନର୍ ୩.୫
ଇଶ୍ ସୋଢ଼ି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.