Home Coronavirus Outbreak ରାଜ୍ୟରେ ଆଜି ୭୩ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୭୩ ନୂଆ ଆକ୍ରାନ୍ତ ଚିହ୍ନଟ

59

ଭୁବନେଶ୍ୱର ୨୧ -୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୭୩
୦-୧୮ ବର୍ଷର : ୧୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୪
– ସ୍ଥାନୀୟ ଅଞ୍ଚଳରୁ୨୯
୧- ବଲାଙ୍ଗୀର ଜିଲ୍ଲାରୁ – ୧
୨- କଟକ ଜିଲ୍ଲାରୁ – ୪
୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧
୪- ଖୋର୍ଦ୍ଧାରୁ : ୪୧
୫- ନୂଆପଡ଼ା ଜିଲ୍ଲାରୁ – ୬
୬- ପୁରୀ ଜିଲ୍ଲାରୁ – ୬
୭- ସମ୍ବଲପୁର ଜିଲ୍ଲାରୁ – ୧
୮- ସୁନ୍ଦରଗଡ଼ ଜିଲ୍ଲାରୁ – ୩
୯- State Pool: ୧୦
– ନୂଆ ସୁସ୍ଥ ହୋଇଥିଲେ୩୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୧୯୯୬୨୨୪
– ମୋଟ ଆକ୍ରାନ୍ତ ୧୨୮୯୦୬୮
– ମୋଟ ସୁସ୍ଛ ହୋଲେଣି ୧୨୭୯୫୩୫
– ସକ୍ରୀୟ ଆକ୍ରାନ୍ତ – ୩୫୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.