Home Coronavirus Outbreak ରାଜ୍ୟରେ ଆଜି ୨୭୦ କରୋନା ଆକ୍ରାନ୍ତ ଚିହ୍ନଟ, ୩ ଜଣଙ୍କର ମୃତ୍ୟୁ

ରାଜ୍ୟରେ ଆଜି ୨୭୦ କରୋନା ଆକ୍ରାନ୍ତ ଚିହ୍ନଟ, ୩ ଜଣଙ୍କର ମୃତ୍ୟୁ

115

ଭୁବନେଶ୍ୱର ୩ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ କରୋନା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।

ନୂଆ ଆକ୍ରାନ୍ତ: ୨୭୦
୦-୧୮ ବର୍ଷର : ୫୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୯
– ସ୍ଥାନୀୟ ଅଞ୍ଚଳରୁ୧୧୧
୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୪
୩- ଭଦ୍ରକ ଜିଲ୍ଲାରୁ – ୧
୪- ବଲାଙ୍ଗୀର ଜିଲ୍ଲାରୁ – ୩
୫- କଟକ ଜିଲ୍ଲାରୁ – ୧୬
୬- ଢେଙ୍କାନାଳ ଜିଲ୍ଲାରୁ – ୨୦
୭- ଗଞ୍ଜାମ ଜିଲ୍ଲାରୁ – ୪
୮- ଜଗତସିଂହପୁର ଜିଲ୍ଲାରୁ – ୧
୯- ଯାଜପୁର ଜିଲ୍ଲାରୁ – ୧୦
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୯
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫
୧୨- କେନ୍ଦୁଝର ଜିଲ୍ଲାରୁ – ୨
୧୩- ଖୋର୍ଦ୍ଧାରୁ : ୧୨୪
୧୪- ମୟୁରଭଞ୍ଜ ଜିଲ୍ଲାରୁ – ୧୦
୧୫- ନବରଙ୍ଗପୁର ଜିଲ୍ଲାରେ: ୧
୧୬- ନୟାଗଡ଼ ଜିଲ୍ଲାରୁ – ୨
୧୭- ପୁରୀ ଜିଲ୍ଲାରୁ – ୫
୧୮- ସମ୍ବଲପୁର ଜିଲ୍ଲାରୁ – ୭
୧୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୪
୨୦- State Pool: ୩୦
– ନୂଆ ସୁସ୍ଥ ହୋଇଥିଲେ୨୭୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୩୯୦୪୭୫୧
– ମୋଟ ଆକ୍ରାନ୍ତ ୧୦୪୯୮୬୭
– ମୋଟ ସୁସ୍ଛ ହୋଲେଣି ୧୦୩୮୯୭୧
– ସକ୍ରୀୟ ଆକ୍ରାନ୍ତ – ୨୪୨୫

ରାଜ୍ୟରେ ଆଜି କରୋନା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୋଟ ମୃତ୍ୟୁ ସଂଖ୍ୟା ୮୪୧୮ କୁ ବୃଦ୍ଧି ପାଇଛି।
୧. କଟକ ଜିଲ୍ଲାର ୯୦ ବର୍ଷ ବୟସ୍କା ମହିଳା।

୨. ଖୋର୍ଦ୍ଧା ଜିଲ୍ଲାର ୩୫ ବର୍ଷ ବୟସ୍କ ପୁରୁଷ।

୩. ସୁନ୍ଦରଗଡ ଜିଲ୍ଲାର ୮୦ ବର୍ଷ ବୟସ୍କା ମହିଳା ଯିଏକି ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.