Home Coronavirus Outbreak ରାଜ୍ୟରେ ଆଜି ୧୭ ନୂଆ ଆକ୍ରାନ୍ତ

ରାଜ୍ୟରେ ଆଜି ୧୭ ନୂଆ ଆକ୍ରାନ୍ତ

60

ଭୁବନେଶ୍ୱର ୧୧ -୫ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୧୭
୦-୧୮ ବର୍ଷର : ୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୦
– ସ୍ଥାନୀୟ ଅଞ୍ଚଳରୁ୭
୧- କଟକ ଜିଲ୍ଲାରୁ – ୨
୨- ଗଜପତି ଜିଲ୍ଲାରୁ – ୫
୩- ଖୋର୍ଦ୍ଧାରୁ : ୭
୪- ନୟାଗଡ଼ ଜିଲ୍ଲାରୁ – ୧
୫- State Pool: ୨
– ନୂଆ ସୁସ୍ଥ ହୋଇଥିଲେ୫୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୧୪୬୯୩୧୮
– ମୋଟ ଆକ୍ରାନ୍ତ ୧୨୮୮୨୩୯
– ମୋଟ ସୁସ୍ଛ ହୋଲେଣି ୧୨୭୮୯୨୯
– ସକ୍ରୀୟ ଆକ୍ରାନ୍ତ – ୧୩୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.