Home ଓଡ଼ିଶା ରଣପୁର ରାଜବାଟିକୁ ଷୋଳପୂଜା ପାଇଁ ଆସିଲେ ନାରାୟଣୀ

ରଣପୁର ରାଜବାଟିକୁ ଷୋଳପୂଜା ପାଇଁ ଆସିଲେ ନାରାୟଣୀ

131

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୧୭/୯-ନୟାଗଡ ଜିଲ୍ଲା ରଣପୁର ଗଡଜାତରେ ରାଜରାଜୁଡା ଅମଳରୁ ଶାରଦୀୟ ପୂଜା ଅବସରରେ ରାଜନବରରେ ଷୋଳପୂଜା ଅନୁଷ୍ଠିତ ହୋଇଥାଏ । ଦ୍ୱିତୀୟା ଓଷା ଦିନ ମା ଖିଲାମୁଣ୍ଡା ରାଜବାଟିକୁ ଷୋଳପୂଜା ପାଇଁ ଆସିଥିଲେ ।

ଗତକାଲି ସଂଧ୍ୟାରେ ସାନଗଡଠାରେ ଥିବା ନାରାୟଣୀ ଠାକୁରାଣୀ ଛତି ଆଲୋକରେ ରାଜନବରକୁ ଆସିଥିବା ଜଣାପଡିଛି । ରାଜନବରରେ ରହି ନାରାୟଣୀ ଠାକୁରାଣୀ ଷୋଳପୂଜାରେ ସାମିଲ୍ ହେବେ । ଏହି ନାରାୟଣୀ ଠାକୁରାଣୀଙ୍କୁ ମାନସିକ ଧାରି ପିଲାମାନେ ଛତି ଆଲୋକ ଦେଖାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.