ad
ଓଡ଼ିଶା

ରଣପୁର ରାଜବାଟିକୁ ଷୋଳପୂଜା ପାଇଁ ଆସିଲେ ନାରାୟଣୀ

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୧୭/୯-ନୟାଗଡ ଜିଲ୍ଲା ରଣପୁର ଗଡଜାତରେ ରାଜରାଜୁଡା ଅମଳରୁ ଶାରଦୀୟ ପୂଜା ଅବସରରେ ରାଜନବରରେ ଷୋଳପୂଜା ଅନୁଷ୍ଠିତ ହୋଇଥାଏ । ଦ୍ୱିତୀୟା ଓଷା ଦିନ ମା ଖିଲାମୁଣ୍ଡା ରାଜବାଟିକୁ ଷୋଳପୂଜା ପାଇଁ ଆସିଥିଲେ ।

ଗତକାଲି ସଂଧ୍ୟାରେ ସାନଗଡଠାରେ ଥିବା ନାରାୟଣୀ ଠାକୁରାଣୀ ଛତି ଆଲୋକରେ ରାଜନବରକୁ ଆସିଥିବା ଜଣାପଡିଛି । ରାଜନବରରେ ରହି ନାରାୟଣୀ ଠାକୁରାଣୀ ଷୋଳପୂଜାରେ ସାମିଲ୍ ହେବେ । ଏହି ନାରାୟଣୀ ଠାକୁରାଣୀଙ୍କୁ ମାନସିକ ଧାରି ପିଲାମାନେ ଛତି ଆଲୋକ ଦେଖାଇଥାନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top