Home Top News ମେ ୩ ରୁ ୧୫ ମାଟ୍ରିକ ପରୀକ୍ଷା ସୂଚୀ ନେଇ ଗଣଶିକ୍ଷା ବିଭାଗର ସୂଚନା

ମେ ୩ ରୁ ୧୫ ମାଟ୍ରିକ ପରୀକ୍ଷା ସୂଚୀ ନେଇ ଗଣଶିକ୍ଷା ବିଭାଗର ସୂଚନା

50

ଭୁବନେଶ୍ୱର ୫-୨ (ଓଡ଼ିଆ ପୁଅ) ମେ ୩ରୁ ୧୫ ଯାଏଁ ମାଟ୍ରିକ ମାଟ୍ରିକ ପରୀକ୍ଷା ହେବ ବୋଲି ଗଣଶିକ୍ଷା ବିଭାଗର ସୂଚନା ଦେଇଛି।
ସେହିପରି ମେ ୩ରୁ ୧୨ ଯାଏଁ ସଂସ୍କୃତ ମଧ୍ୟମା ପରୀକ୍ଷା ହେବ ଏବଂ ମେ ୩ ରୁ ୧୫ ଯାଏଁ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ। ବୋଲି ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.