ad
ଓଡ଼ିଶା

ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ଜଗତସିଂହପୁର କଲେକ୍ଟର ସ୍ଥାନାନ୍ତର ହେବା କଂଗ୍ରେସ ଦାବି କଲା

ଭୁବନେଶ୍ୱର ୧-୧୦ (ଓଡ଼ିଆ ପୁଅ) – ପ୍ରକାଶଥାଉକି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରଦେଶ କଂଗ୍ରେସ ତରଫରୁ ବରିଷ୍ଠ କଂଗ୍ରେସ ନେତା, ଆଡ୍‌ଭୋକେଟ ଶ୍ରୀ ଶିବାନନ୍ଦ ରାୟ ଜଗତସିଂହପୁର କଲେକ୍ଟର ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଘର ତିର୍ତୋଲ ହୋଇଥିବାରୁ ବର୍ତମାନ ଉପନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ। ତେଣୁ ତୁରନ୍ତ ତାଙ୍କୁ ବଦଳି ନକଲେ ନିର୍ବାଚନ ଲଢ଼ିବା ଓ ନ୍ୟାୟ ପାଇବା ସମ୍ଭବ ନୁହେଁ। ଲିଖିତ ଆକାରରେ ଦେଇଥିବା ଚିଠିକୁ ଗ୍ରହଣକରି ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଚିଠିକୁ ସରକାରଙ୍କ ନିକଟକୁ ପଠାଇଲେ ଏବଂ ତୁରନ୍ତ ତାଙ୍କ ବଦଳି ହେବ ବୋଲି ପ୍ରତିଶୃତି ଜଣାଇଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top