Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରୁ ପୌଷ୍ଠିକଯୁକ୍ତ ଅରୁଆ ଚାଉଳ ବିହାର ରାଜ୍ୟର ଅପପୁଷ୍ଟି ଅଚଂଳକୁ ପଠାଗଲା

ମାଲକାନଗିରି ଜିଲ୍ଲାରୁ ପୌଷ୍ଠିକଯୁକ୍ତ ଅରୁଆ ଚାଉଳ ବିହାର ରାଜ୍ୟର ଅପପୁଷ୍ଟି ଅଚଂଳକୁ ପଠାଗଲା

69

ମାଲକାନଗିରି,୧୦ା୪ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରୁ ୨୬ହଜାର୫୨୦କ୍ୱିଟାଂଲ ପୌଷ୍ଠିଯୁକ୍ତ ଅରୁଆଚାଉଳ ବିହାର ରାଜ୍ୟର ଅପପୁଷ୍ଠି ଅଚଂଳକୁ ପଠାଯାଇଛି । କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଯୋଗଣ ବିଭାଗ ପକ୍ଷରୁ ମିଲରମାନଙ୍କୁ କୁହା ଯାଇ ସ୍ୱତନ୍ତ୍ର ଭାବେ ଭଲ ଗୁଣବତା ପୌଷ୍ଟିଯୁକ୍ତ ଆରୁଆ ଚାଉଳ ପ୍ରକ୍ରିୟାକରଣ କରାଯାଇ ଜୟପୁର ଡିପୋକୁ ପଠାଯିବା ପରେ ବିହାର ରାଜ୍ୟକୁ ପଠାଯାଇଥିବାର ଜଣପଡିଛି । ଭାରତୀୟ ଖାଦ୍ୟ ନିଗମର ଉପସାଧାରଣ ପରିଚାଳକ ପ.ିକେ.ବେହେରା,ରାଜ୍ୟ ଆଚଂଳିକ ପରିଚାଳକ ସନ୍ତୋଷ କୁମାର ଙ୍କ ଉପସ୍ଥିିତିରେ ଜୟପୁର ଉମୁରୀ ରେଳ ଷ୍ଟେସନରୁ ସ୍ୱତନ୍ତ୍ର ବଗିରେ ବିହାର ରାଜ୍ୟ ପୂଣ୍ଣ ର୍ିଆ ଜିଲ୍ଲାସ୍ଥ ବେଲାରି ଡିପୋ କୁ ଏହି ଚାଉଳ ପଠା ଯାଇଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.