Home ଜିଲ୍ଲା ପରିକ୍ରମା ମାତୃଶକ୍ତି ପ୍ରାନ୍ତୀୟ ଅଭ୍ୟାସ ବର୍ଗ ଅନୁଷ୍ଠିତ

ମାତୃଶକ୍ତି ପ୍ରାନ୍ତୀୟ ଅଭ୍ୟାସ ବର୍ଗ ଅନୁଷ୍ଠିତ

24

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଜିଲ୍ଲା ର ଛପୁଲିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାତୃଶକ୍ତି ପ୍ରାନ୍ତୀୟ ଅଭ୍ୟାସ ବର୍ଗ ଅନୁଷ୍ଠିତ ହୋଇଯାଇଛି, ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ବିଶ୍ୱ ହିନ୍ଦୁ ପରିଷଦର ସଂପାଦକ ବସନ୍ତ କୁମାର ରାଉତ, ବଜରଙ୍ଗ ଦଳ ର ରାଜ୍ୟ କାର୍ଯ୍ୟ କର୍ତ୍ତା ବିପିନି ବିହାରି ପଣ୍ଡା, ବିଶ୍ୱ ହିନ୍ଦୁ ପରିଷଦ ବରିଷ୍ଠ ଅଧିକାରୀ ରାମ ଚନ୍ଦ୍ର ପଣ୍ଡା ମଧୁସ୍ମିତା ମହାପାତ୍ର, କାହ୍ନୁଚରଣ ସିଂ, ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ, ଯଜ୍ଞ ପ୍ରଶିକ୍ଷଣ ବର୍ଗ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରି ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.