Home କେନ୍ଦୁଝର ମନ୍ଦିରରୁ ଚୋରୀ

ମନ୍ଦିରରୁ ଚୋରୀ

48

ହାଟଡିହି, ୨୨ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ଛକରେ ଥିବା ମହାଦେବ ମନ୍ଦିରରୁ ଗତକାଲି ରାତିରେ କେହି ଦୁର୍ବୁତ କବାଟ ଭାଙ୍ଗି ମନ୍ଦିରେ ଥିବା ଘଣ୍ଟ, ଘଣ୍ଟି, ଥାଳି ଓ ଠାକୁରଙ୍କ ସମସ୍ତ ସାମଗ୍ରୀ ଚୋରୀ କରିନେଇଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାଯାଇଛି । କିନ୍ତୁ କିଛିଦିନର ନୀରବତା ପରେ ପୁଣି ମନ୍ଦିର ଚୋରୀ ଆରମ୍ଭ ହୋଇଥିବାରୁ ପୁଲିସ ପେଟ୍ରୋଲିଂ ଜୋରଦାର କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.