Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : ଜଳିଗଲା ୮ ବଖରା ଘର

ଭଣ୍ଡାରିପୋଖରୀ : ଜଳିଗଲା ୮ ବଖରା ଘର

32

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତ ମହେଶପୁର ଗ୍ରାମର ପ୍ରଫୁଲ୍ଲ ଧଳ, ଭାଗୀରଥି ଧଳ, କୈଳାଶ ଧଳ, ଅର୍ଜ୍ଜୁନ ଧଳ ପ୍ରତ୍ୟେକଙ୍କର ଦୁଇ ବଖରା ଲେଖାଏଁ ମୋଟ ଆଠ ବଖରା ଘର ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଅଗ୍ନିକାଣ୍ଡରେ ଜଳିଯାଇଛି । ରୋଷେଇ ଚୁଲିରୁ ନିଆଁ ଲାଗିଥିଲା ବୋଲି ଜଣାଯାଇଛି । ଭଣ୍ଡାରିପୋଖରୀରୁ ଦମକଳ ଆସି ଅଗ୍ନିକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ବିପନ୍ନଙ୍କୁୁ ସରକାରୀ ସହାୟତା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.