Home Top News ବୟୋରଷ୍ଟୋଙ୍କ ଶତକ, ବେନ୍‌ଷ୍ଟ୍ରୋକ ବି ଶତକ ନିକଟତର – ୩୪ ଓଭର ପରେ ଇଲଣ୍ଡ...

ବୟୋରଷ୍ଟୋଙ୍କ ଶତକ, ବେନ୍‌ଷ୍ଟ୍ରୋକ ବି ଶତକ ନିକଟତର – ୩୪ ଓଭର ପରେ ଇଲଣ୍ଡ ୨୬୬/୧

68

ପୁଣେ ୨୬-୩ (ଓଡ଼ିଆ ପୁଅ) ଭାରତ ୬ ୱିକେଟ୍ ହରାଇ ୫୦ ଓଭରରେ ୩୩୬ ରନ୍‌ ସଂଗ୍ରହ କରିଛି। ରାହୁଲଙ୍କ ଶତକ ଏବଂ ପନ୍ତଙ୍କ ବିସ୍ଫୋରକ ଇନିଂସ ଯୋଗୁଁ ଭାରତ ୩୩୬ ରନ୍ ସଂଗ୍ରହ କରିପାରିଛି। ଦ୍ୱିତୀୟ ODI ରେ ଇଂଲଣ୍ଡ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଲଣ୍ଡର ଓପନରର ଜେସନନରୟ ଏବଂ ଜନି ବୟୋରଷ୍ଟୋ ଉଭୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଜେସନ ରୟ ୫୨ ବଲ୍‌ ଖେଳି ୫୫ ରନ୍‌ ସଂଗ୍ରହ କରି ରନ୍‌ ଆଉଟ୍‌ ହୋଇଛନ୍ତି। ବର୍ତ୍ତମାନ ଖେଳୁଛନ୍ତି ଜନି ବୟୋରଷ୍ଟୋ ତାଙ୍କ ସାଥୀ ଦେଉଛନ୍ତି ବେନ୍‌ ଷ୍ଟୋକ୍ସ। ୩୨ ଓଭର ପରେ ଇଲଣ୍ଡର ସ୍କୋର ହୋଇଛି ୨୧୦/୧। ସଂଘର୍ଷ କରୁଛନ୍ତି ଭାରତୀୟ ବୋଲର। ୩୩ ତମ ଓଭରରେ ଲଗାତାର ତିନୋଟି ଛକ୍କା ମାରିଲେ ବେନ୍‌ ଷ୍ଟୋକ୍ସ। ତେବେ ବିଜୟ ଲାଭ କରିବା ପାଇଁ ଇଲଣ୍ଡକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୩.୨ ଓଭର ପରେ ୧୦୦ ଟି ବଲ୍‌ରେ ୮୮ ରନ୍‌ କରିବାକୁ ପଡ଼ିବ। ପ୍ରବଳ ବେଗରେ ମାରୁଛନ୍ତି ବେନ୍‌ ଷ୍ଟୋକ୍ସ। ସେ କେବଳ ୫୦ଟି ବଲ୍‌ରୁ ୯୫ ରନ୍‌ ସଂଗ୍ରହ କରିଛନ୍ତି।

ଇଂଲଣ୍ଡ ଦଳରେ ତିନୋଟି ପରିବର୍ତ୍ତନ ହୋଇଛି। ଏଥି ସହିତ ଋଷଭ ପନ୍ତ ଭାରତୀୟ ଦଳରେ ଶ୍ରେୟସ ଆୟରଙ୍କ ସ୍ଥାନରେ ଫେରିଛନ୍ତି।

ପୁଣେରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଯଦି ଭାରତୀୟ ଦଳ ବିଜୟ ଲାଭ କରେ ତେବେ ଏହି ସିରିଜକୁ ଉପରେ ବିଜୟଲାଭ କରିବ। ତେବେ ଅନ୍ୟପଟେ ଇଂଲଣ୍ଡକୁ ଫେରିବାକୁ ଇଚ୍ଛା କରିବ କାରଣ ଏହା ଇଲଣ୍ଡପାଇଁ କର କିମ୍ବା ମର ପରିସ୍ଥିତି। ଟସ୍‌ ହାରିବା ପରେ ଭାରତୀୟ ଦଳ ପ୍ରଥମରୁ ଖରାପ ପ୍ରଦର୍ଶନ କରିଥିଲା। ଉଭୟ ଓପନର ଶସ୍ତାରେ ଆଉଟ୍‌ ହୋଇଯିବା ପରେ ବିରାଟ କୋହଲି ତାଙ୍କର ୬୨ ତମ ଅର୍ଦ୍ଧଶତକ ମାରିଥିଲେ ତାଙ୍କର ସାଥୀ ଦେଇଥିଲେ ଲୋକେଶ ରାହୁଲ୍‌। ଏବଂ ରାହୁଲ ତାଙ୍କର ପଞ୍ଚମ ଶତକ ହାସଲ କରିଛନ୍ତି। କେଏଲ ରାହୁଲ ୧୦୮ ରନ୍ ସଂଗ୍ରହ କରିବା ପରେ ଟମ କୁରାନ୍‌ଙ୍କ ବଲ୍‌ରେ ଆଉଟ ହୋଇଯାଇଥିଲେ।

ଭାରତ ଏକାଦଶ
ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ୱିକେଟ୍ କିପର), କେ.ଏଲ୍ ରାହୁଲ, କୁଲଦୀପ ଯାଦବ, କ୍ରୁନାଲ ପାଣ୍ଡ୍ୟା, ଭବନେଶ୍ୱର କୁମାର, ପ୍ରସିଦ୍ଧ କୃଷ୍ଣ, ଶାର୍ଦ୍ଦୁଲ ଠାକୁର

ଇଂଲଣ୍ଡ: ଜେସନ ରୟ, ଡେଭିଡ ମାଲାନ, ଜସେ ବଟଲର (ଅଧିନାୟକ), ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ମୋଇନ ଅଲି, ଲିଆମ ଲିଭିଙ୍ଗଷ୍ଟୋନ, ସାମ କୁରାନ, ଟମ କୁରାନ୍‌, ଆଦିଲ ରସିଦ, ରିସ ଟୋପଲି

ସ୍କୋର କାର୍ଡ଼
ଭାରତ ବ୍ୟାଟ୍ସମ୍ୟାନ ରନ୍‌ ବଲ୍‌ S/R ଚୌକା ଛକ୍କା
ରୋହିତ ଶର୍ମା c ଆଦିଲ ରସିଦ v ସାମ କୁରାନ ୨୫ ୨୫ ୧୦୦.୦୦ ୫ ୦
ଶିଖର ଧାୱନ c ବେନ୍ ଷ୍ଟୋକ୍ସ b ରିସ୍ ଟୋପଲି ୪ ୧୭ ୨୩.୫୨ ୦ ୦
ବିରାଟ କୋହଲି c ଜୋସ୍ ବଟଲର b ଆଦିଲ ରସିଦ ୬୬ ୭୯ ୮୩.୫୪ ୩ ୧
କେ.ଏଲ୍ ରାହୁଲ c ରିସ୍ ଟୋପଲି b ଟମ୍ କୁରାନ୍ ୧୦୮ ୧୧୪ ୯୪.୭୩ ୭ ୨
ଋଷଭ ପନ୍ତ c ଜାସନ୍ ରୟ b ଟମ୍ କୁରାନ୍ ୭୭ ୪୦ ୧୯୨.୫୦ ୩ ୭
ହାର୍ଦିକ ପାଣ୍ଡ୍ୟା c ଜାସନ୍ ରୟ b ରିସି ଟୋପଲି ୩୫ ୧୬ ୨୧୮.୭୫ ୧ ୪
କ୍ରୁନାଲ ପାଣ୍ଡ୍ୟା ନଟ୍‌ ଆଉଟ୍‌ ୧୨ ୯ ୧୩୩.୩୩ ୧ ୦
ଶାର୍ଦ୍ଦୁଲ ଠାକୁର ନଟ୍‌ ଆଉଟ୍‌ ୦ ୦ ୦.୦୦ ୦ ୦
ଖେଳି ନାହାଁନ୍ତି
ଭୁବନେଶ୍ୱର କୁମାର
କୁଲଦୀପ ଯାଦବ
ପ୍ରସିଦ୍ଧ କୃଷ୍ଣା

EXTRAS (w ୭,।b ୨) ୯।
ମୋଟ (୬ ୱିକେଟ୍, ୫୦ ଓଭର) ୩୩୬

ୱିକେଟ୍ ପତନ

୧-୯, (ଶିଖର ଧାୱନ, ୩.୫) ୨-୩୭, (ରୋହିତ ଶର୍ମା, ୮.୪) ୩-୧୫୮, (ବିରାଟ କୋହଲି, ୩୧.୬) ୪-୨୭୧, (କେ.ଏଲ୍ ରାହୁଲ, ୪୪.୫) ୫-୩୦୮, (ଋଷଭ ପନ୍ତ, ୪୬.୫) ୬-୩୩୪, (ହାର୍ଦ୍ଦିକ ପାଣ୍ଡ୍ୟା, ୪୯.୫)

ଇଂଲଣ୍ଡ ବୋଲିଂ

ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ସାମ୍ କୁରାନ୍ ୭ ୪୭ ୧ ୬.୭୧ ୨୩ ୦
ରିସ୍ ଟୋପଲି ୮ ୫୦ ୨ ୬.୨୫ ୨୨ ୦
ଟମ୍ କୁରାନ୍ ୧୦ ୮୩ ୨ ୮.୩୦ ୨୫ ୦
ବେନ୍ ଷ୍ଟୋକ୍ସ ୫ ୪୨ ୦ ୮.୪୦ ୯ ୦
ମୋଏନ୍ ଅଲି ୧୦ ୪୭ ୦ ୪.୭୦ ୧୯ ୦
ଆଦିଲ୍ ରଶିଦ୍ ୧୦ ୬୫ ୧ ୬.୫୦ ୧୭ ୦

ଇଂଲଣ୍ଡ ବ୍ୟାଟିଂ
ବ୍ୟାଟ୍ସମ୍ୟାନ ରନ୍‌ ବଲ୍‌ S/R ଚୌକା ଛକ୍କା
ଜେସନ ରୟ ରନ୍‌ ଆଉଟ୍ (ରୋହିତ ଶର୍ମା /ଋଷଭ ପନ୍ତ) ୫୫ ୫୨ ୧୦୫.୭୬ ୭ ୧
ଜନି ବେୟାରଷ୍ଟୋ ୧୦୯ ୧୦୧ ୧୦୭.୯୨ ୯ ୬
ବେନ୍ ଷ୍ଟୋକ୍ସ ୬୮ ୪୩ ୧୫୮.୧୩ ୨ ୭
EXTRAS (w ୫) ୫
ମୋଟ (୧ ୱିକେଟ୍, ୩୩ ଓଭର) ୨୩୮

ଇଣ୍ଡିଆ ବୋଲିଂ
ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଭୁବନେଶ୍ୱର କୁମାର ୭ ୩୪ ୦ ୪.୮୫ ୨୬ ୦
ପ୍ରସିଦ୍ଧ କୃଷ୍ଣ ୬ ୩୯ ୦ ୬.୫୦ ୨୦ ୦
ଶାର୍ଦ୍ଦୁଲ ଠାକୁର ୭ ୫୧ ୦ ୭.୨୮ ୨୧ ୦
କୁଲଦୀପ ଯାଦବ ୯ ୭୭ ୦ ୮.୫୫ ୨୫ ୦
କ୍ରୁନାଲ ପାଣ୍ଡ୍ୟା ୪.୩ ୫୦ ୦ ୧୧.୧୧ ୬ ୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.