Home Coronavirus Outbreak ବଢ଼ୁଛି କରୋନା ସଂକ୍ରମଣ : ରାଜ୍ୟରେ ଆଜି ୧୬୧ ନୂଆ ଆକ୍ରାନ୍ତ

ବଢ଼ୁଛି କରୋନା ସଂକ୍ରମଣ : ରାଜ୍ୟରେ ଆଜି ୧୬୧ ନୂଆ ଆକ୍ରାନ୍ତ

41

ଭୁବନେଶ୍ୱର ୨୯ -୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତ: ୧୬୧
୦-୧୮ ବର୍ଷର : ୨୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୫
– ସ୍ଥାନୀୟ ଅଞ୍ଚଳରୁ୬୬
୧- ବାଲେଶ୍ୱର ଜିଲ୍ଲାରୁ – ୮
୨- ଭଦ୍ରକ ଜିଲ୍ଲାରୁ – ୩
୩- କଟକ ଜିଲ୍ଲାରୁ – ୩୨
୪- ଜଗତସିଂହପୁର ଜିଲ୍ଲାରୁ – ୩
୫- ଯାଜପୁର ଜିଲ୍ଲାରୁ – ୨
୬- ଝାରସୁଗୁଡ଼ା ଜିଲ୍ଲାରୁ – ୩
୭- କେନ୍ଦୁଝର ଜିଲ୍ଲାରୁ – ୧
୮- ଖୋର୍ଦ୍ଧାରୁ : ୬୦
୯- ମୟୁରଭଞ୍ଜ ଜିଲ୍ଲାରୁ – ୧
୧୦- ନୂଆପଡ଼ା ଜିଲ୍ଲାରୁ – ୧
୧୧- ପୁରୀ ଜିଲ୍ଲାରୁ – ୫
୧୨- ରାୟଗଡ଼ା ଜିଲ୍ଲାରୁ – ୫
୧୩- ସମ୍ବଲପୁର ଜିଲ୍ଲାରୁ – ୧
୧୪- ସୋନପୁର ଜିଲ୍ଲାରୁ – ୮
୧୫- ସୁନ୍ଦରଗଡ଼ ଜିଲ୍ଲାରୁ – ୧୩
୧୬- State Pool: ୧୫
– ନୂଆ ସୁସ୍ଥ ହୋଇଥିଲେ୪୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୨୦୬୯୧୦୧
– ମୋଟ ଆକ୍ରାନ୍ତ ୧୨୮୯୬୦୨
– ମୋଟ ସୁସ୍ଛ ହୋଲେଣି ୧୨୭୯୭୯୪
– ସକ୍ରୀୟ ଆକ୍ରାନ୍ତ – ୬୨୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.