Home ଜିଲ୍ଲା ପରିକ୍ରମା ବିଜେପି ଜିଲ୍ଲା ସଭାପତି କାଳିଆ ପାଢୀ କରୋନା ଆକ୍ରାନ୍ତ

ବିଜେପି ଜିଲ୍ଲା ସଭାପତି କାଳିଆ ପାଢୀ କରୋନା ଆକ୍ରାନ୍ତ

151

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପିର ଭଦ୍ରକ ଜିଲ୍ଲା ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ପାଢୀ ଓରଫ କାଳିଆ ପାଢୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ଏଥି ସହିତ ସେ ତାଙ୍କ ସହିତ ମିଶିଥିବା ସମସ୍ତଙ୍କୁ ନିଜର ସ୍ୱାବ ଟେଷ୍ଟ ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପାଢୀ ଭଦ୍ରକର ଏକ ଘରୋଇ ନର୍ସିଂହୋମ୍‌ରେ ଆଇସୋଲେସନରେ ରହିଥିବା ସହିତ ସେ ସୁସ୍ଥ ଥିବା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଭଦ୍ରକର ବହୁ ବୁଦ୍ଧିଜୀବୀ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.