ad
ଜିଲ୍ଲା ପରିକ୍ରମା

ବିଜେପି ଜିଲ୍ଲା ସଭାପତି କାଳିଆ ପାଢୀ କରୋନା ଆକ୍ରାନ୍ତ

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପିର ଭଦ୍ରକ ଜିଲ୍ଲା ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ପାଢୀ ଓରଫ କାଳିଆ ପାଢୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ଏଥି ସହିତ ସେ ତାଙ୍କ ସହିତ ମିଶିଥିବା ସମସ୍ତଙ୍କୁ ନିଜର ସ୍ୱାବ ଟେଷ୍ଟ ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପାଢୀ ଭଦ୍ରକର ଏକ ଘରୋଇ ନର୍ସିଂହୋମ୍‌ରେ ଆଇସୋଲେସନରେ ରହିଥିବା ସହିତ ସେ ସୁସ୍ଥ ଥିବା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଭଦ୍ରକର ବହୁ ବୁଦ୍ଧିଜୀବୀ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top