ad
ଉପ ନିର୍ବାଚନ

ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ନିମନ୍ତେ ଆଇନଜୀବୀ ଜୟନ୍ତ ଜେନାଙ୍କୁ ଲିଗାଲ କୋର୍ଡିନେଟର ଦାୟୀତ୍ୱ

ଭୁବନେଶ୍ୱର, ୧୭/୧୦ (ଓଡ଼ିଆ ପୁଅ) : ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ନିମନ୍ତେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଇନଜୀବୀ ଜୟନ୍ତ ଜେନାଙ୍କୁ ଲିଗାଲ କୋର୍ଡିନେଟର ଦାୟୀତ୍ୱ ପ୍ରଦାନ କରାଯାଇଛି। ସେ ଦଳ ପକ୍ଷରୁ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top