Home ଜିଲ୍ଲା ପରିକ୍ରମା ବଲାଙ୍ଗୀର – ଆଉ ଆଠ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ

ବଲାଙ୍ଗୀର – ଆଉ ଆଠ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ

104

ବଲାଙ୍ଗୀର, ୧୯-୦୭ (ଓଡ଼ିଆପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ବାସୀଙ୍କ ପାଇଁ ଖୁସି ଖବର। ଜୁଲାଇ ୧୯ତାରିଖ ଶୁକ୍ରବାରରେ ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ଜିଲ୍ଲାରେ ମୋଟ ସୁସ୍ଥକଙ୍କ ସଂଖ୍ୟା ୨୫୪କୁ ବୃଦ୍ଧି ପାଇଛି। ଆଜି ସୁସ୍ଥ ହୋଇଥିବା ୮ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିବାପରେ ହସ୍‌ପିଟାଲ୍‌ରୁ ଛୁଟି ଦିଆଯାଇଛି। ଏଥି ସହିତ ବଲାଙ୍ଗୀର ଜିଲ୍ଲାରେ ମୋଟ ଆରୋଗ୍ୟ ସଂଖ୍ୟା ୨୫୪ ରେ ପହଞ୍ଚିଛି। ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୬ ଥିବାବେଳେ୨୫୪ ଜଣ ସୁସ୍ଥ ହୋଇଛନ୍ତି ଓ ୩୨ ଜଣ ସକ୍ରିୟ ଥିବା ଜଣାପଡିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.