ad
ଜିଲ୍ଲା ପରିକ୍ରମା

ବଜ୍ରପାତରେ ମାଆଙ୍କ ଶୋଚନୀୟ ମୃତ୍ୟୁ, ୧୨ ବର୍ଷୀୟ ପୁଅ ଗୁରୁତର

ବଲାଙ୍ଗୀର ୧୩-୦୯ (ଓଡ଼ିଆ ପୁଅ) ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆଭଟା ଗ୍ରାମର ରେବତୀ ସାହୁ (୪୦) ଆଜି ବିଲକୁ ଯାଉଥିବା ବେଳେ ହଟାତ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ତାଙ୍କ ପୁଅ ଭିଭି ସାହୁ (୧୨) ଗୁରୁତର ଅବସ୍ଥାରେ ଥିବା ବେଳେ ତାକୁ ସଇଁନ୍ତଲା ଡାକ୍ତରଖାନାକୁ ପରିବାର ଲୋକେ ନେଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବଲାଙ୍ଗୀର ଜିଲ୍ଲା ମେଡ଼ିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top