ad
କୋରାପୁଟ

ଫନି ପ୍ରଭାବୀତଙ୍କୁ କୃଷି ବିଭାଗର ସହାୟତା

କୋରାପୁଟ ୨୯-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ) ସାମୁଦ୍ରିକ ଝଡ ଫାନୀ ଫ୍ରଭାବୀତଙ୍କ ସହାୟତା ନିମନ୍ତେ ଜିଲା କୃଷି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଏକଲକ୍ଷ ୪୦ ହଜାର ୬୦୦ ଟଙ୍କା ସହାୟତା ପ୍ରଦାନ କରା ଯାଇଛି। କୃଷି ବିଭାଗ ଉପ-ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି, ଜିଲା କୃଷି ଅଧିକାରୀ ସୁବ୍ରତ କୁମାର ରଥ, ମୂର୍ତିକା କେମିଷ୍ଟ ଜି.ଭି.ରେଡ୍ଡି, କୃଷି ଓଭରସିଇରବଟକୃଷ୍ଣ ବାରିକ ପ୍ରମୁଖ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତିଙ୍କୁ ସାକ୍ଷାତ କରି ସହାୟତା ରାଶିର ଚେକ ପ୍ରଦାନ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top