Home ଆନ୍ତର୍ଜାତୀୟ ପ୍ଲେଟରେ ଚାଲୁଛି ମାଂସ !

ପ୍ଲେଟରେ ଚାଲୁଛି ମାଂସ !

434

ଫ୍ଲୋରିଡା,୨୬/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆପଣ ଯଦି ରେସ୍ତୋରାଁ ଯାଉଛନ୍ତି, ଆଉ ମିଟର ଅର୍ଡର କରୁଛନ୍ତି । ମାତ୍ର ପରେ ସେହି ମାଂସ ଖଣ୍ଡ  ଚାଲିବାକୁ ଲାଗୁଛି । ତାହେଲେ ଆପଣଙ୍କୁ କେମିତି ଲାଗିବ ?

ଏଭଳି ଏକ ଘଟଣା ଜଣେ ମହିଳାଙ୍କ ସହ ହୋଇଛି । ସେ ଅର୍ଡର କଲାପରେ ମାଂସ ଖଣ୍ଡ ଟି ଚାଲିବାକୁ ଲାଗିଥିଲା । ପରେ ସେ ଏହାର ଭିଡିଓ କରି ଫେସବୁକ ରେ ପୋଷ୍ଟ କରିଥିଲେ । ଏବେ ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.