ad
ଆନ୍ତର୍ଜାତୀୟ

ପ୍ଲେଟରେ ଚାଲୁଛି ମାଂସ !

ଫ୍ଲୋରିଡା,୨୬/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆପଣ ଯଦି ରେସ୍ତୋରାଁ ଯାଉଛନ୍ତି, ଆଉ ମିଟର ଅର୍ଡର କରୁଛନ୍ତି । ମାତ୍ର ପରେ ସେହି ମାଂସ ଖଣ୍ଡ  ଚାଲିବାକୁ ଲାଗୁଛି । ତାହେଲେ ଆପଣଙ୍କୁ କେମିତି ଲାଗିବ ?

ଏଭଳି ଏକ ଘଟଣା ଜଣେ ମହିଳାଙ୍କ ସହ ହୋଇଛି । ସେ ଅର୍ଡର କଲାପରେ ମାଂସ ଖଣ୍ଡ ଟି ଚାଲିବାକୁ ଲାଗିଥିଲା । ପରେ ସେ ଏହାର ଭିଡିଓ କରି ଫେସବୁକ ରେ ପୋଷ୍ଟ କରିଥିଲେ । ଏବେ ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top