Home କେନ୍ଦୁଝର ପ୍ଲାଜମା ଦାନକଲେ କୋଭିଡ ଯୋଦ୍ଧା

ପ୍ଲାଜମା ଦାନକଲେ କୋଭିଡ ଯୋଦ୍ଧା

209

ହାଟଡିହି ୧୩ । ୯ : ଶାସଙ୍ଗ ଶିଖରେଶ୍ୱର ଯୁବକସଂଘର ସକ୍ରୀୟ ସଦସ୍ୟ ସନ୍ତୋଷ ବିଶ୍ୱାଳ ଆଜି ପ୍ଲାଜମା ଦାନ କରିଛନ୍ତି । ଶାସଙ୍ଗ ଗ୍ରାମର ରମାକାନ୍ତ ବିଶ୍ୱାଳଙ୍କ ପୁଅ ସନ୍ତୋଷ କରୋନା ଆକ୍ରାନ୍ତ ହୋଇ କେନ୍ଦୁଝର କୋଭିଡ- ହସପିଟାଲରେ ଚିକିତ୍ସିତ ହୋଇ ଫେରିବାପରେ ପ୍ଲାଜମା ଦାନ କରିବାକୁ ନିଷ୍ପତି ନେଇଥିଲେ । ଆଜି ସନ୍ତୋଷ କଟକ ଏସ.ସି.ବି ହସପିଟାଲରେ ପହଞ୍ଚି ପ୍ଲାଜମା ଦାନ କରିଛନ୍ତି । ତାଙ୍କର ଏପରି ମହତକାମକୁ ଶିଖରେଶ୍ୱର ଯୁବକ ସଂଘର ସଦସ୍ୟମାନେ ସ୍ୱାଗତ କରିବା ସହିତ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.