Home ଜାତୀୟ ପ୍ରବାସୀ ଓଡ଼ିଆ ସଂସ୍ଥା ଉତ୍କଳ ଜ୍ୟୋତି ଚାରିଟେବଲ ସଂସ୍ଥାନର ତ୍ରିରଙ୍ଗା ଯାତ୍ରା

ପ୍ରବାସୀ ଓଡ଼ିଆ ସଂସ୍ଥା ଉତ୍କଳ ଜ୍ୟୋତି ଚାରିଟେବଲ ସଂସ୍ଥାନର ତ୍ରିରଙ୍ଗା ଯାତ୍ରା

69

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ପ୍ରବାସୀ ଓଡ଼ିଆ ସଂସ୍ଥା ଉତ୍କଳ ଜ୍ୟୋତି ଚାରିଟେବଲ ସଂସ୍ଥାନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଏବଂ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ୧୦୦ ରୁ ଅଧିକ ସଦସ୍ୟ ଗୁରୁଗାଓଁ ଆରାବଳି ରେଞ୍ଜରେ ଅବସ୍ଥିତ ଲେଓପାର୍ଡ ଟ୍ରେଲ ଠାରେ ତିରଙ୍ଗା ଧରି ପଦଯାତ୍ରା କରିଥିଲେ।

ସମସ୍ତେ ଜାତୀୟ ପତାକା ଧରି ସ୍ୱାଧୀନତା ପାଇଁ ନୀଜକୁ ଉତ୍ସର୍ଗ କରିଥିବା ସ୍ବାଧୀନତା ସଂଗ୍ରମୀମାନଙ୍କର ସ୍ମୃତିଚାରଣ କରିଥିଲେ। ଏହାପରେ କିଛି ଗରିବ ଲୋକଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରିଥିଲେ ସଂସ୍ଥାର ସଦସ୍ୟମାନେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.