ad
କେନ୍ଦୁଝର

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ହାଟଡିହି ୧୭ । ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ବିଜେପି ପକ୍ଷରୁ ଏକ ସ୍ୱଚ୍ଛ ଭାରତ ଅଭିଯାନ କାର‌୍ୟ୍ରକ୍ରମ ଛେନାପଦିଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଆଲୋକସେଠୀଙ୍କ ନେତୃତ୍ୱରେ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯଜ୍ଞପ୍ରସାଦ, ବଳଭଦ୍ର ବାରିକ, ସୁଶାନ୍ତ ଜେନା, ହରମୋହଦ ଶାସିନି, ତୃପ୍ତୀମୟୀ ଜେନା, ସୁଭାଦ୍ରୀ ବଳିୟାରସିଂ, ରାଜକିଶୋର ଜେନା, ବିଜୟ ଜେନା, ଗୋପାଳ ସେନାପତି, ହେମନ୍ତ ପେରେଇ, ଦୀପକ ଜେନା, କୃଷ୍ଣଚନ୍ଦ୍ର ଜେନା, ମହେଶ୍ୱର ବେହେରା, ସଂଗ୍ରାମ ବେହେରା, ଶୁଭ ବୈଠା, ସୁବାସ ଖଟୁଆ, ନିରାକାର ଓଝା, ଦିନବନ୍ଧୁ ମହାନ୍ତିଙ୍କ ସମେତ ବହୁ କର୍ମୀ ଛେନାପଦିଛକ ବଜାରକୁ ସଫାସୁତରା କରିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top