Home ଜିଲ୍ଲା ପରିକ୍ରମା ପୋଖରିରେ ପଡି ଦୁଇ ଭଉଣୀ ମୃତ

ପୋଖରିରେ ପଡି ଦୁଇ ଭଉଣୀ ମୃତ

9

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଟିଏ ପରିବାରର ଦୁଇଝିଅ ପୋଖରୀରେ ପଡି ମୃତ୍ୟୁ ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଏମିତି ଘଟଣା ବାସୁଦେବପୁର ତହସିଲ ଅଧିନ ସାନକୃଷ୍ନପୁର ପଂଚାୟତର ଡିହସାହି ଗ୍ରାମର ବସନ୍ତ ମଳିକଙ୍କ ଝିଅ କ୍ରିଷ୍ନା(୭) ଓ କୋଏଲ ବୋଲି ଜଣାପଡିଛି । ଘର ପାଖରେ ଖେଳୁଥିବା ସମୟରେ ପୋଖରୀରେ ଦୁଇଭଉଣୀ ପଡିଯାଇଥିଲେ । ପରିବାର ପକ୍ଷରୁ ଖୋଜାଖୋଜି ପରେ ପୋଖରୀରୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.