Home ଓଡ଼ିଶା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂ ଅସୁସ୍ଥ – ଦିଲ୍ଲୀ ଏମ୍ସରେ ତାଙ୍କୁ ଭେଣ୍ଟିଲେଟର...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂ ଅସୁସ୍ଥ – ଦିଲ୍ଲୀ ଏମ୍ସରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି

100

ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଚିଠି ଲେଖି ଆରଜେଡିରୁ ଇସ୍ତଫା ଦେଇଥିବା ଭେଟେରାନ ନେତା ରଘୁବଂଶ ପ୍ରସାଦ ସିଂଙ୍କ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ରାତି ପ୍ରାୟ ୧୨ ଟା ସମୟରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ଶରୀରରେ ଲବଣର ମାତ୍ରା କମ ହେବା ଏବଂ ସଞ୍ଚାଳନ ନ ହେବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ସେ ଦିଲ୍ଲୀର AIIMS ରେ ଚିକିତ୍ସିତ ହେଉଛନ୍ତି, ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି।
– ସେ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ଚିଠି ଲେଖି ଆରଜେଡିରୁ ଇସ୍ତଫା ଘୋଷଣା କରିଥିଲେ। ଯଦିଓ, ଲାଲୁ ଯାଦବ ତାଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରି କହି କହିଥିଲେଯେ, ଆପଣ କୁଆଡ଼େ ଯାଉ ନାହାଁନ୍ତି।
– ସୂଚନାନୁସାରେ, ବିଳମ୍ବିତ ରାତିରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.