ad
ଓଡ଼ିଶା

ପୁଲିସ୍‌ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି ୧-୧୦ (ଓଡ଼ିଆ ପୁଅ) : ପୁଣି ମାଓବାଦୀଙ୍କର ବର୍ବର କାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସ୍‌ ଇନଫର୍ମର ସନ୍ଦେହରେ ଦୁଇଦଣ ଲୋକଙ୍କୁ ପରିବାର ଲୋକଙ୍କ ଆଗରେ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି ମାଓବାଦୀ।

ପ୍ରାଣ ହରାଇଥିବା ବ୍ୟକ୍ତଦୁହେଁ ହେଲେ ଗଙ୍ଗଲା ଗାଁର ଉପ ସରପଞ୍ଚ ଧନିରାମ କୋରସା ଏବଂ ୱାଡ଼ ମେମ୍ବର ଗୋପଲ କୁଡ଼ିୟମ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top