Home ଓଡ଼ିଶା ପୁରୀ ସମୁଦ୍ରରେ ଭାସି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଲାଇଫ ଗାର୍ଡ ଉଦ୍ଧାର କଲେ

ପୁରୀ ସମୁଦ୍ରରେ ଭାସି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଲାଇଫ ଗାର୍ଡ ଉଦ୍ଧାର କଲେ

139

ପୁରୀ, ୪/୧୦(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସମୁଦ୍ରରେ ଭାସି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଲାଇଫ ଗାର୍ଡ ମାନେ ଉଦ୍ଧାର କରିଛନ୍ତି। ଭୁବନେଶ୍ୱରର ପଦ୍ମନାଭ ଶତପଥି ଅନ୍ୟମାନଙ୍କ ସହ ଶନିବାରଦିନ ପୁରୀ ବୁଲିବାକୁ ଆସି ଅପରାହ୍ନ ୨.୩୦ ରେ ଦିଗବାରେଣୀ ଛକ ସାମ୍ନା ରେ ଗାଧଉଥିଲେ। ହଟାତ୍ ଏକ ବିରାଟ ଲହଡି ପଦ୍ମନାଭ ଙ୍କୁ ଗଭୀର ସମୁଦ୍ରକୁ ଟାଣି ନେଇଥିଲା। ଚିତ୍କାର ଶୁଣି ସେଠାରେ ମୃତୟନ ଥିବା ଲାଇଫ ଗାର୍ଡ ମାନେ ପଦ୍ମନାଭଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.