Home Coronavirus Outbreak ପୁରୀ ଜିଲ୍ଲାରେ ଆଜି ସୁଦ୍ଧା ୧୨୯୯ କୋଭିଡ୍ ପଜେଟିଭ୍ ଚିହ୍ନଟ

ପୁରୀ ଜିଲ୍ଲାରେ ଆଜି ସୁଦ୍ଧା ୧୨୯୯ କୋଭିଡ୍ ପଜେଟିଭ୍ ଚିହ୍ନଟ

264

ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ପୁରୀ ଜିଲ୍ଲାରେ ଆଜି ସୁଦ୍ଧା ୧୨୯୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପିପିଲି ରୁ ୬୦ ସତ୍ୟବାଦୀ ୬୬ ଡେଲାଙ୍ଗ ୭୧ କଣାସ ୧୦୧, ପୁରୀ ସଦର ୬୬, ବ୍ରହ୍ମଗିରୀ ୧୫୭, କୃଷ୍ରପ୍ରସାଦ ୯୪, ଗୋପ ୬୬ ନିମାପଡା ୮୨ କାକଟ ପୁର ୯୦ ଅସ୍ତରଙ୍ଗ ୪୮ ପୁରୀ ମୁନିସିପାଲଟୀ ୩୮୯, ପିପିଲି ଏନ୍ ଏ ସି ୨, କୋଣାର୍କ ଏନ୍ ଏ ସି ୩, ନିମାପଡା ଏନ୍ ଏ ସି ୪ ସେଥିମଧ୍ୟରୁ ୭୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ବିଭିନ୍ନ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ୫୩୦ ଜଣ ଚିକିତ୍ସା ଧିନ ରହିଛନ୍ତି। ଜିଲ୍ଲାରେ ୭୬ ଟି କଣ୍ଟେନ୍‌ମେଣ୍ଟ ଜୋନ କରାଯାଇଛି। ଜିଲ୍ଲାରେ କୋଭିଡ୍ କେୟାର୍ ହୋମରେ ମାତ୍ର ୧୫ ଜଣ ଚିକିତ୍ସାଧିନ ରହିଛନ୍ତି। ସେହିଭଳି କୋଭିଡ୍ କେୟାର୍ ସେଣ୍ଟର ୮ ଟି ଥିବା ବେଳେ ସେଠାରେ ୭୭୨ ଟି ଶଯ୍ୟା ରହିଛି। ଏବଂ ସେଥିମଧ୍ୟରେ ୩୧୮ ଟି ଶଯ୍ୟାରେ ରୋଗୀ ଚିକିତ୍ସୀତ ହେଉଛନ୍ତି। ସେହିପରି କୋଭିଡ୍ ହୋମ କେୟାର୍ ୨ ଟି ରହିଥିବା ବଳେ ସେଠାରେ ଶଯ୍ୟା ସଂଖ୍ୟା ୧୦୦ ଥିବା ବେଳେ ସେଥିମଧ୍ୟରୁ ୬୨ ଟି ଶଯ୍ୟାରେ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ପୁରୀ ଜିଲ୍ଲାର ମୃତ୍ୟୁ ସଂଖ୍ୟା ୫।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.