Home ଜିଲ୍ଲା ପରିକ୍ରମା ପୁରୀରେ ସଫେଇ କାର୍ଯ୍ୟକ୍ରମ

ପୁରୀରେ ସଫେଇ କାର୍ଯ୍ୟକ୍ରମ

61

ପୁରୀ, ୪/୧୦(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପୁରୀ ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସ୍ୱେଛାସେବୀ ଅନୁଷ୍ଠାନ ହୋଇ ଇଜ ଲାଇଫ ପକ୍ଷରୁ ପୁରୀ ପିକେଆରଟି କଲୋନୀରେ ଥିବା ଶିବ ମନ୍ଦିର ସଫେଇ କରାଯାଇଥିଲା। ସୁରେଶ କୁମାର ନନ୍ଦ ଓ ଦିନଭଞନ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠାନ ର ୫୦ ରୁ ଉର୍ଦ୍ଧ ସଦସ୍ୟ ମନ୍ଦିର କୁ ସଫେଇ କରିଥିଲେ। ଅନୁଷ୍ଠାନର ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.