Home ଓଡ଼ିଶା ନୟାଗଡ଼ରେ ରେକର୍ଡ଼ ସଂଖ୍ୟକ ଆକ୍ରାନ୍ତକୁ ନେଇ ପ୍ରଶାସନ ଚିନ୍ତିତ, ଅଚ୍ୟୁତନଗର ଓ ଦେବନଗରକୁ କଂଟେନମେଂଟ ଜୋନ

ନୟାଗଡ଼ରେ ରେକର୍ଡ଼ ସଂଖ୍ୟକ ଆକ୍ରାନ୍ତକୁ ନେଇ ପ୍ରଶାସନ ଚିନ୍ତିତ, ଅଚ୍ୟୁତନଗର ଓ ଦେବନଗରକୁ କଂଟେନମେଂଟ ଜୋନ

304

ନୟାଗଡ଼, ୨୪ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ୬୧ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତକୁ ନେଇ ଜିଲା ପ୍ରଶାସନର ଚିନ୍ତିତ ହୋଇପଡ଼ିଥିବାବେଳେ ନୟାଗଡ଼ ‌ବ୍ଳକର ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ବ୍ଳକର ଖୁଟୁବନ୍ଧ ପଂଚାୟତର ଅଚ୍ୟତନଗର ଓ ଦେବନଗରକୁ ଜିଲାପାଳ ଡ ପୋମା ଟୁଡୁ କଂଟେନମେଂଟ ଜୋନ ଘୋଷଣା କରିଥିବାବେଳେ ଖୁଟୁବନ୍ଧ ଗ୍ରାମକୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି। ଏହିସବୁ ଅଂଚଳରୁ କେହି ବାହାରକୁ ନଯିବା ପାଇଁ ପୁରା ନିର୍ଦ୍ଦେଶ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.