ad
ଓଡ଼ିଶା

ନାବାଳିକା କୁ ଅପହରଣ ଅଭିଯୋଗ

ତୁରୁମୁଙ୍ଗା ୨୦-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) : ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ବିବାହରପ୍ରଲୋଭନ ଦେଖାଇ ଅପହରଣ ହୋଇ ଥିବା ପରିବାର ତରଫରୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ପରେ ତୁରୁମୁଙ୍ଗା ଥାନା କେଶ ନମ୍ବର ୨୫/୧୯ ରେ ମାମଲା ରୁଜୁ ହୋଇ ଏ,ଏସ,ଆଇ ଗୁରୁପ୍ରସାଦ ଦେଓ ଘଟଣାର ତଦନ୍ତ ଜାରିରଖିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top