Home ଜିଲ୍ଲା ପରିକ୍ରମା ଧାମନଗର କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା

ଧାମନଗର କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା

16
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ କଂଗ୍ରେସ କମିଟି ନିଷ୍ପତି କ୍ରମେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଅରାଜକତା, ନାରୀ ନିର୍ଯାତନା , ଦରଦାମ ବୃଦ୍ଧି ଓ ସରକାରଙ୍କ ଦମନଲୀଳା ଅଭିଯୋଗ ରେ ନିର୍ବାଚନ ମଣ୍ଡଲୀ ସ୍ତରୀୟ ମଶାଲ ଶୋଭାଯାତ୍ରା ନିର୍ଦ୍ଧେଶ ରେ ମଙ୍ଗଳବାର ସଂଧ୍ୟା ରେ ଧାମନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମଶାଲ ଶୋଭଯାତ୍ରା କରାଯାଇ ଥିଲା ।ଧାମନଗର ମେଡ଼ିକାଲ ବଜାଇ ଠାରୁ ମଶାଲ ଶୋଭାଯାତ୍ରା ରେ କଂଗ୍ରେସ କର୍ମୀ ମାନେ ବଜାର ପରିକ୍ରମା କରି ସାଗର ଭୁୟାଁ ପାର୍କ ପର୍ଯ୍ୟନ୍ତ ଯାଇଥିଲେ । ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ରଞ୍ଜନ ବେହେରା,ବିଦ୍ୟାଧର ଜେନା,କଂଗ୍ରେସ ନେତା ନରେନ୍ଦ୍ର ମଲିକ, ଅଭିଷେକ ରାଉତ,ପ୍ରଦୀପ ଦାସ,ପ୍ରସନ୍ନ ଧଳ, ସଂଜୟ ମିଶ୍ର, ପ୍ରମୋଦ ସ୍ୱାଇଁ,ଆଲୋକ ସ୍ୱାଇଁ ,ମାନସ ମହାପାତ୍ର, ହରିହର ସାହୁ ,ପ୍ରମିଳା ସେଠୀ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ,ଏହି କାର୍ଯ୍ୟକ୍ରମ ସଫଳ ହୋଇ ଥିବାରୁ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରମେଶ ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.