Home ଓଡ଼ିଶା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆମେରିକାର ଟେନିସ୍ ତାରକା ଆନ୍ଦ୍ରେ ଆଗାସୀଙ୍କ ସାକ୍ଷାତ୍ ଏବଂ ଆଲୋଚନା

ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆମେରିକାର ଟେନିସ୍ ତାରକା ଆନ୍ଦ୍ରେ ଆଗାସୀଙ୍କ ସାକ୍ଷାତ୍ ଏବଂ ଆଲୋଚନା

45

ଆମେରିକାର ଟେନିସ୍ ତାରକା ଓ ସ୍କୋୟାର ପାଣ୍ଡାର ଅଧ୍ୟକ୍ଷ ଆନ୍ଦ୍ରେ ଆଗାସୀ ଶୁକ୍ରବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ୍ କରିବା ସହ ଶିକ୍ଷା ସମ୍ବନ୍ଧିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.